ଚଳଚ୍ଚିତ୍ର ‘ଦମନ’ ପଛର କାହାଣୀ କହିଲେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ

ମାଲକାନଗିରି: ଓଡ଼ିଆ ଚଳଚିତ୍ର ‘ଦମନ’କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ମାଲକାନଗିରି ଜିଲ୍ଲାର ମ୍ୟାଲେରିଆ ଜନିତ ସମସ୍ୟାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ଏବେ ସମଗ୍ର ଓଡ଼ିଆଙ୍କ ସମେତ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ହୃଦୟକୁ ଛୁଇଁଛି। ଏହି ଚଳଚ୍ଚିତ୍ର ବିଷୟରେ ଜାଣିବାକୁ ତତ୍ପରତା ପ୍ରକାଶ ପାଇଥିବାବେଳେ ଆଜି ଏହାର ପରଦା ପଛର କାହାଣୀକୁ ପୂର୍ବତନ ମାଲକାନଗିରି ଜିଲ୍ଲାପାଳ ତଥା ବର୍ତ୍ତମାନର ଯୋଜନା ଓ ସମନ୍ବୟ ବିଭାଗର ଯୁଗ୍ମ ସଚିବ … Continue reading ଚଳଚ୍ଚିତ୍ର ‘ଦମନ’ ପଛର କାହାଣୀ କହିଲେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ